Advertisment

ଶବ ପାଲଟିଗଲେ ୨୭ ମାଓବାଦୀ

ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ତିଆରି କରୁଥିଲେ ବିକାଶ ବିରୋଧୀ ରଣନୀତି । ଅସ୍ତ୍ରଶସ୍ତ୍ର ଧରି ଗରିଲା ଯୁଦ୍ଧ ଲଢ଼ିବା ସହ ସାମରିକ କୌଶଳ ଆପଣାଇ ଭଙ୍ଗ କରୁଥିଲେ ଶାନ୍ତି । ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଶବ ପାଲଟିଗଲେ ୨୭ ମାଓବାଦୀ। ଏନକାଉଣ୍ଟରରେ ମାଓ ସଂଗଠନର ମସ୍ତିଷ୍କ କୁହାଯାଉଥିବା ଶୀର୍ଷ ନେତା ବାସବରାଜୁ ସହ ୨୭ ନକ୍ସଲଙ୍କ ଡେଡବଡ଼ି ପହଞ୍ଚିଛି ନାରାୟଣପୁରରେ। ସେହିପରି ମୃତ ନକ୍ସଲଙ୍କଠାରୁ ଜବତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବି ଅଣାଯାଇଛି। ୩ ଦିନ ଧରି ଚାଲିଥିବା ଏହି ଅପରେସନରେ ୨ ଯବାନ ସହିଦ ହୋଇଛନ୍ତି ।

Maoists Chhattisgarh Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ