Chaos at Bhubaneswar Airport: 140 Passengers Stranded Amid Food, Water Crisis
Advertisment
ଭୁବନେଶ୍ୱର_ଏୟାରପୋର୍ଟରେ_ଫସିଛନ୍ତି_୧୪୦_ଯାତ୍ରୀ
ଭୁବନେଶ୍ବର ବିମାନ ବନ୍ଦରରେ ପ୍ରବଳ ହଙ୍ଗାମା। କୋଲକାତା ଯାଉଥିବା ବିମାନ ଭୁବନେଶ୍ବର ବିମାନ ବନ୍ଦରରେ ଓହ୍ଲାଇଲା।ଗତକାଲି ରାତିରୁ ୮ଟି କୋଲକାତା ବିମାନ ଭୁବନେଶ୍ବରରେ ଓହ୍ଲାଇଛି। ଭୁବନେଶ୍ବର ବିମାନ ବନ୍ଦରରେ ଖାଇବା ଓ ପାଣି ସମସ୍ୟା ଥିବାରୁ ହୋହାଲ୍ଲା କରିଛନ୍ତି ଯାତ୍ରୀ। ବହୁ ସଂଖ୍ୟାରେ ଯାତ୍ରୀ ଭୁବନେଶ୍ବରରେ ଅଟକି ରହିଛନ୍ତି। ଗତକାଲି ରାତିରୁ ବିମାନ ବନ୍ଦରରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us