14 Killed in Kolkata Hotel Fire; Safety Measures Under Scrutiny
Advertisment
‘ଆମେ ରାତିରେ ଖବର ପାଇଲୁ ହୋଟେଲରେ କିଛି ଅଘଟଣ ହୋଇଛି । ଆମେ ସମସ୍ତେ ସେହି ହୋଟେଲରେ ରହୁଥିଲୁ । ସେ ହୋଟେଲରେ କିଛି ଫାୟାର ବ୍ୟବସ୍ଥା ନାହିଁ ।’ କୋଲକାତାରେ ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟି 14 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେଥିରେ ରହିଛନ୍ତି କଟକର ଲୁଗା ବ୍ୟବସାୟୀ 61 ବର୍ଷିୟ ରାଜେଶ ସନ୍ତୁକା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us