By: Pallipuspa Samal
Last updated: 22 November 2022, 10:55 AM IST
ଯୁକ୍ତ ୩ରେ ପାଠ ପଢୁଛନ୍ତି, ପୁଣି ଚା’ ଦୋକାନ କରିଛନ୍ତି। ବାପା ଦିନ ମଜୁରିଆ, ମାଆ ରୋଗୀ...ନିଜସ୍ୱ ରୋଜଗାରରେ ଆଇଏଏସ୍ ହେବାକୁ ଦେଖୁଛନ୍ତି ସ୍ୱପ୍ନ। ଶୁଭଲକ୍ଷ୍ମୀଙ୍କ ଟି-ଷ୍ଟଲରେ ଲାଗୁଛି ପ୍ରବଳ ଭିଡ