ଦିନେ ଏମାନେ ସାଇକେଲ ଚଲାଇବାକୁ ଡରୁଥିଲେ, ହେଲେ ଆଜି ଅଟୋ ଚଲାଇ ଗାଁ ଗାଁକୁ ବୁଲି ସଂଗ୍ରହ କରୁଛନ୍ତି ଅଳିଆ। ପରିବାର ଚଳାଇବାକୁ ଅଂଟା ଭିଡ଼ିଛନ୍ତି ଏଇ ଦୁଇ ମହିଳା। ମାସକୁ ୬ ହଜାରରୁ ଅଧିକ ରୋଜଗାର ବି କରୁଛନ୍ତି। ପଚାରିଲେ କୁହନ୍ତି…ପରିସ୍ଥିତି ଆସିଲେ ସବୁକିଛି କରିବା ସମ୍ଭବ…ଦେଖନ୍ତୁ ଏଇ ପ୍ରେରଣାଦାୟୀ କାହାଣୀ