Woman Stages Dharna After In-Laws Restricts Her From Entering Home In Odisha’s Basudebpur
Advertisment
କୋଳରେ କଅଁଳା ପିଲା । ଶୀତ କାକରରେ ଛୁଆକୁ ଧରି ପଞ୍ଚାୟତ ଗେଟରେ ମହିଳା । ବାପ ଘରକୁ ଯାଇଥିଲେ ବୋଲି ଘରୁ ତଡ଼ିଦେଲେ ଶ୍ୱଶୁର ଘର ଲୋକ । କୁନି ଛୁଆଟା ମୁହଁକୁ ଚାହିଁଲେନି । ନିଜ ରକ୍ତର ଆକର୍ଷଣ ବି ବୁଝିଲେନି । ନିର୍ଦ୍ଦୟ ହୋଇଗଲା ଆଇ । କୋଳେଇ ନେବା ବଦଳରେ ପର କରିଦେଲା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us