Advertisment

ଯାହାକୁ ଜୀବନଠୁ ଅଧିକ ଭଲପାଉଥିଲେ ସିଏ ଆଉ କାହା ସହ ସମ୍ପର୍କ ରଖିଲା...ଆତ୍ମହତ୍ୟା ପୂର୍ବରୁ ପ୍ରେମିକ କହିଲେ ଦେଖା ହେବ ଆରଜନ୍ମରେ

ଯେଉଁ ପ୍ରେମିକାକୁ ନିଜ ଜୀବନଠୁ ବି ଅଧିକ ଭଲପାଉଥିଲେ। ଧୋକା ଦେଇ ସେ ଆଉ କାହା ସହ ରଖିଲା ସମ୍ପର୍କ। ସବୁ ଜାଣିବା ପରେ ଆତ୍ମହତ୍ୟା କରିଦେଲେ ପ୍ରେମିକ। କହିଗଲେ, ତୁ ଆଉ କାହା ସହ ରହିବୁ ମୁଁ ଦେଖିପାରିବିନି। ହେଲେ ଆମର ଦେଖା ହେବ ଆର ଜନ୍ମରେ। ଦେଖନ୍ତୁ କଣ ଥିଲା ପୂରା ଘଟଣା

Advertisment

ଯେଉଁ ପ୍ରେମିକାକୁ ନିଜ ଜୀବନଠୁ ବି ଅଧିକ ଭଲପାଉଥିଲେ। ରାତିଠୁ ଦିନ ସମୟ ବିତାଉଥିଲେ...ଗୋଟିଏ କାଠିରୁ ଆଇସକ୍ରିମ ଖାଉଥିଲେ...ଧୋକା ଦେଇ ସେ ଆଉ କାହା ସହ ରଖିଲା ସମ୍ପର୍କ। ସବୁ ଜାଣିବା ପରେ ଆତ୍ମହତ୍ୟା କରିଦେଲେ ପ୍ରେମିକ। କହିଗଲେ, ତୁ ଆଉ କାହା ସହ ରହିବୁ ମୁଁ ଦେଖିପାରିବିନି। ହେଲେ ଆମର ଦେଖା ହେବ ଆର ଜନ୍ମରେ। ଦେଖନ୍ତୁ କଣ ଥିଲା ପୂରା ଘଟଣା

Advertisment
Lover's Emotional Note
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ