By: Pallipuspa Samal
Last updated: 19 April 2022, 08:59 AM IST
ହାରିନି ବୟସ, ମରିନି ଜୋସ୍। ୬୨ ବର୍ଷରେ ଘିଡ଼ିଘିଡ଼ି ପାହାଡ଼ ଉପରକୁ ଚଢିଯାଉଛନ୍ତି ମହିଳା...ଟିକିଏ ବି ଥକା ଲାଗୁନି କି କଷ୍ଟ ବି ଲାଗୁନି। ଦେଖନ୍ତୁ ବିନା କୌଣସି ବିଶ୍ରାମରେ ଦଉଡ଼ି ଧରି କେମିତି ପାହାଡ଼ ଚଢୁଛନ୍ତି ଏଇ ମହିଳା