By: Pallipuspa Samal
Last updated: 24 May 2022, 09:29 AM IST
ବାନ୍ଧବସ୍ତ୍ରକୁ ଅଧିକ ଲୋକାଭିମୁଖି କରିବା ସହ ବୁଣାକାରଙ୍କ ରୋଜଗାର ବଢାଇବା ପାଇଁ ଅଣ୍ଟା ଭିଡିଲା ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ ଅଫିସର ସବୁ କର୍ମଚାରୀ ସମେତ ଅଭିଯୋଗ ଶୁଣାଣୀକୁ ଆସୁଥିବା ସବୁ ଅଧିକାରୀ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ