""
ବିବିଧ Videos ଚାକିରି ଛାଡ଼ିଲେ; ଖୁସିରେ ନାଚିଲେ ଚାକିରି ଛାଡ଼ିଲେ... ଖୁସିରେ ନାଚିଲେ... ବସକୁ ସାମ୍ନାରେ ଢ଼ୋଲ ବାଡ଼ାଇ କମ୍ପାନୀରୁ ନେଲେ ବିଦାୟ । ଦେଖନ୍ତୁ ଏ ଦୃଶ୍ୟକୁ... ଯୁବକ ଜଣକ କିପରି ଖୁସିରେ ମସଗୁଲ ଅଛନ୍ତି । ଯେମିତି ତାଙ୍କୁ କିଛି ବଡ଼ ଖୁସି ମିଳିଯାଇଛି । 27 Apr 2024 11:26 ISTPallipuspa Samal Follow Usbeats after quitting toxic jobAdvertisment Read More Viral Video