୨୦୧୯ ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ସହରକୁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ହେବ କହିଥିଲେ ସରକାର, ହେଲେ ଏଯାଏଁ  ଆସିନି ପାଣି । ସେପଟେ କିନ୍ତୁ ପ୍ରକଳ୍ପ ସରିନି କିନ୍ତୁ କାର୍ଯ୍ୟ ଦାୟିତ୍ୱରେ ଥିବା କମ୍ପାନୀକୁ ଟଙ୍କା ଦିଆଯାଇଥିବା ଅଭିଯୋଗ