By: Otv Khabar Bureau
Last updated: 10 December 2021, 12:56 PM IST
ବରିଷ୍ଠ ସିନେ ଅଭିନେତା ମିହିର ଦାସ ଅସୁସ୍ଥ। କଟକର ଏକ ଘରୋଇ ହସ୍ପିଟାଲରେ ଚାଲିଛି ମିହିର ଦାସଙ୍କ ଚିକିତ୍ସା। ଗତ ୭ ତାରିଖରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ମିହିର ଦାସ।