By: Sarbeswar
Last updated: 13 August 2023, 04:59 PM IST
ଦାସକାଠିଆ ବଜାଇ ଗାଁକୁ ଗାଁ ବୁଲି ଗୁପଚୁପ ବିକ୍ରି କରୁଛନ୍ତି ବୌଦ୍ଧ ଜିଲ୍ଲା ପିଙ୍ଗିଲାପଡ଼ା ଗାଁର କମ୍ଭୁଧର । କମ୍ଭୁଧରଙ୍କ ଦାସକାଠିଆ ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି