କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସିଆରପିଏଫ କ୍ୟାମ୍ପ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ୩ଜଣ ବାଇକ ଆରୋହୀଙ୍କୁ ଧକ୍କା ଦେଲା ଅଜଣା ଗାଡି। ଧକ୍କା ପରେ ସଂପୂର୍ଣ୍ଣ ଜଳିଗଲା ବାଇକ୍ । ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର ।