ଦୁର୍ଘଟଣାରେ ଗୋଟେ ଗୋଡ଼ ସିନା କଟିଯାଇଛି, ତା’ର ସ୍ୱପ୍ନର ଉଡ଼ାଣରେ କିନ୍ତୁ ଡେଣାଟିଏ ଲାଗିଯାଇଛି । ଗୋଟିଏ ଗୋଡ଼ରେ କୁନି ଝିଅ ଡେଇଁ ଡେଇଁ ସ୍କୁଲ୍ ଯାଉଛି । ଆଉ ପାଠପଢା ପାଇଁ କଠିନ ପରିଶ୍ରମ କରୁଛି