""
ବିବିଧ Videos ମାଲିକ ପାଇଁ ଟ୍ରକ୍ ପଛେ ପଛେ ୪ କିମି ଦଉଡ଼ିଲା କୁକୁର, ମାଲିକ କହିଲେ… କୁକୁର ଓ ମଣିଷ ଭିତରେ ଏମିତି ପ୍ରେମ ବୋଧେ ଆପଣ ଆଗରୁ କେବେ ଦେଖିନଥିବେ। ଯେଉଁ ଟ୍ରକରେ ମାଲିକ ପଳାଉଥିଲା, ସେ ଟ୍ରକ୍ ପଛରେ ୪ କିଲୋମିଟର ଦଉଡ଼ିଲା ପୋଷା କୁକୁରଟି। କୁକୁରଟି ବ୍ୟସ୍ତବହୁଳ ହାଇୱେ ଉପରେ ଦଉଡ଼ିବାର ଦୃଶ୍ୟ, ସତରେ ଥିଲା ବଡ଼ ବିକଳ। ଏ ପୂରା ଦୃଶ୍ୟ ଆମେ ରେକର୍ଡ କରିଥିଲୁ କ୍ୟାମେରାରେ। ଶେଷରେ କ’ଣ ଘଟିଲା, ଆଉ ମାଲିକ କ’ଣ କହିଲେ, ତାହା ଜାଣିଲେ ଆପଣଙ୍କ ଆଖିକୁ ଲୁହ ଆସିଯିବ। 10 Jul 2022 14:42 ISTPallipuspa Samal Follow UsTrue bonhomieAdvertisment Read More True Bonhomie