Advertisment

ଆଃ..ଗାଧେଇକି ମଜା ଆସିଗଲା

ଏପଟେ ଶୀତ ହେଉଛି.. ସେପଟେ ପ୍ରକୃତି କୋଳରେ ଫୁଟୁଛି ପାଣି.. ଓଃ ଗାଧେଇଲେ ଯୋଉ ମଜା ଲାଗୁଛି.. ଶୀତରେ ଥରି ଥରି ଆସି ଫୁଟୁଥିବା ପାଣିରେ ବୁଡ଼ି ଗାଧେଇବାର ମଜା ନେଉଛନ୍ତି ପର୍ଯ୍ୟଟକ..କୋଭିଡ୍ କଟକଣା ପାଇଁ ଦୁଇ ବର୍ଷ ହେଲା ଆସିପାରୁ ନଥିଲେ.. ଏଇ ବର୍ଷ ମଜା ଆସିଗଲା..

Winter Morning Hot Spring Mohana Tourists Taptapani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ