""
ବିବିଧ Videos ଆମେ ଭୋଟ୍ କାହିଁକି ଦବୁ ? ଏମିତି ରାସ୍ତା...ଦୁଇ ଚକିଆ କିମ୍ବା ଚାରି ଚକିଆରେ ଯାନରେ ବାହାରିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା କଷ୍ଟକର । ରାସ୍ତା ନୁହେଁତ ମରଣଯନ୍ତା । ଆମ୍ବୁଲାନ୍ସ ଆସିପାରୁନି ରୋଗୀକୁ ମେଡିକାଲ ନେବାକୁ ଏଠି ଖଟିଆ ଭରଷା । ସରକାର କହୁଛନ୍ତି ଆଦିବାସୀ ପ୍ରବଣ ଅଂଚଳରେ ବିକାଶ ହେଉଛି, ଦେଖନ୍ତୁ ବିକାଶର ଏକ ନମୁନା । 24 Mar 2024 11:32 ISTPallipuspa Samal Follow Usroad problemAdvertisment Read More Road Problem