This village in Odisha has abundant number of Shivlings
Advertisment
ଅପାର କରୁଣା ଥିଲେ ମାଟି ତଳୁ ଦିଅଁ ଦେବତା ବାହାରନ୍ତି.. ଆଉ ଫୁଟା ଶିବଲିଙ୍ଗଙ୍କୁ ପୂଜିଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ଆସ୍ଥା ରହିଛି.. ସେଥିପାଇଁ ଶ୍ରାବଣ ହେଉ କି ସୋମବାର.. ଶିବଭକ୍ତମାନେ ମହାଦେବଙ୍କୁ ପୂଜିବାକୁ ଫୁଟା ଶିବଲିଙ୍ଗ ମନ୍ଦିର ଖୋଜି ଧାଇଁ ଯାଆନ୍ତି.. ଆପଣ ଯଦି ଜଣେ ଶିବଭକ୍ତ ତା’ହେଲେ ଏଇ ଅଲୌକିକ ଗାଁ ବିଷୟରେ ନିଶ୍ଚୟ ଜାଣନ୍ତୁ..
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us