tata power looting consumers with different tricks in odisha
Advertisment
ଗ୍ରାହକଙ୍କୁ ଲୁଟି ଚାଲିଛି ଟାଟା ପାୱାର। ଭିନ୍ନ ଭିନ୍ନ ଏରିଆରେ ଆପଣେଇଛି ଲୁଟ୍ର ଭିନ୍ନ ଭିନ୍ନ ତରିକା। କେଉଁଠି ନିଜ ବିଭାଗର ଭୁଲ୍ ସତ୍ତ୍ବେ ଜୋର ଜବରଦସ୍ତ ଫାଇନ୍ କାଟି ଉପଭୋକ୍ତାଙ୍କୁ ଶୋଷୁଛି ତ’ ଆଉ କେଉଁଠି ୪୦ ଦିନିଆ ବିଲ୍ ଦେଇ ହାୟର ସ୍ଲାବରେ ଦେୟ ଆଦାୟ କରୁଛି। ଅପରପକ୍ଷରେ ଟାଟା ପାୱାରର ବିଲ୍ ଚଞ୍ଚକତା ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us