By: Otv Khabar Bureau
Last updated: 12 December 2021, 11:53 AM IST
ଚୁଲିରେ କାଠ ଜାଳି କରନ୍ତୁ ସ୍ପୋସାଲ ଆଇଟମ୍ । କରାଟ ଓ କଲିଜାକୁ ବେସରରେ ଫେଣ୍ଟି ପୋଡନ୍ତୁ । ଏଇମିତି କରନ୍ତୁ ରୋଷେଇ । ଖାଇଲେ ପାଟିରୁ ଛାଡିବନି । ରବିବାରରେ ଘରେ ବି ତିଆରି କରିପାରିବେ । ପିକନିକ୍ ଯାଉଥିଲେ ତ ଏହାର ମଜା ନେବା ଭଲ ।