କାର୍ତ୍ତିକ ମାସର ପଞ୍ଚୁକ ଚାଲିଛି। ଏବେ ପ୍ରାୟତଃ ଘରେ ଘରେ ଆମିଷ ପଶୁନି। ଏମିତି କି ପିଆଜ ରସୁଣ ବି ଛାଡ। ତେଣୁ ଆଜି ଟିକେ ମାଟି ହାଣ୍ଡି ହବିଷ ଡାଲମା ହେଉ