By: Pallipuspa Samal
Last updated: 11 January 2023, 02:05 PM IST
ସାବତ ମାଆ ବୋଲି ସିଏ ତ ପଚାରିଲେନି.. ହେଲେ ତୁମେ ବି ଅନ୍ଧ ପାଲଟିଗଲ.. ମୁଁ ବଞ୍ଚିଥିଲି.. କଣ କ୍ଷତି କରୁଥିଲି ତୁମମାନଙ୍କର ? ମୋତେ ମାରି ପୋଡ଼ିଦେଲ.. ମଶାଣି ଧୋଇଦେଲ,.