ପାଦେ ଚାଲି ଦଶ ପାଦ ଝୁଣ୍ଟୁଛି ଓଡ଼ିଆ ବିଶ୍ବବିଦ୍ୟାଳୟ। ନା ସରୁଛି କ୍ୟାମ୍ପସ କାମ ନା ଆରମ୍ଭ ହେଉଛି ଆଡମିଶନ୍। ଓଡ଼ିଆ ଭାଷା ବିଶ୍ବବିଦ୍ୟାଳୟ ଉଦଘାଟନରେ ବିଳମ୍ବତାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଭାଷାବିତ୍।