ଏଇଠି ଏମିତି ଓଡିଆ ଲେଖିଲା କିଏ? ସ୍କୁଲର ନା ପଢିଲେ ଆପଣଙ୍କ ମୁଣ୍ଡ ଘୂରେଇ ଦେବ। ସମସ୍ତେ ଏଇ ବାଟ ଦେଇ ଯାଉଛନ୍ତି ହେଲେ କାହାରି ଆଖରେ ଏହା ପଡୁନି କେମିତି?