Advertisment

ହଜିଗଲା ମାନବିକତା... ଗର୍ଭବତୀଙ୍କ ଡାକ ଶୁଣିଲେନି ଡାକ୍ତର ବାବୁ... ଅଟୋ ଭିତରେ ଡେଲିଭରୀ

ଜଣେ ଗର୍ଭବତୀ ରାତିରେ ଗର୍ଭଯନ୍ତ୍ରଣା ହେବାରୁ ଡାକ୍ତରଖାନା ଆସି ଗେଟ୍ ବାଡ଼େଇ ବାଡ଼େଇ ଡାକ୍ତରଙ୍କୁ ଡାକିଲେ। କିନ୍ତୁ ତାଙ୍କ କଥା କେହି ଶୁଣିଲେନି। ଶେଷରେ ସେ ଯେଉଁ ଅଟୋରେ ଯାଇଥିଲେ, ସେଇ ଅଟୋରେ ତାଙ୍କର ପ୍ରସବ ହେଇଗଲା। ମୁଖ୍ୟମନ୍ତ୍ରୀ ରାଜ୍ୟ ସାରା ବୁଲି ବୁଲି ସ୍ୱାସ୍ଥ୍ୟକାର୍ଡ ବାଣ୍ଟୁଛନ୍ତି। କିନ୍ତୁ ଏପଟେ ତାଙ୍କ ନିଜ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସ୍ଥିତି ଅତି ଦୁଃଖଦାୟକ।

Ganjam Auto Rickshaw Special Story Doctor Refuses Woman Delivers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ