ଦିନେ ଅସୁବିଧାରେ ଥିଲେ। ନିଜର ବୋଲି ଘର ଖଣ୍ଡିଏ ନଥିଲା। ସରକାରୀ ସାହାଯ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଘରଟିଏ ପାଇଲେ। ଏବେ ସେଇ ଘରକୁ ନେଇ ସେ ଚର୍ଚ୍ଚାରେ। ତାଙ୍କୁ ଡାକିଛନ୍ତି ପ୍ରଧାନମନ୍ତ୍ରୀ