Advertisment

ଏମିତି ଗୁରୁଙ୍କୁ ଶହେ ପ୍ରଣାମ : ୨୩ ବର୍ଷ ଧରି ମାଗଣାରେ ପଢ଼ାଉଛନ୍ତି ମାୟାଧର ସାର୍

ଆଜିକାଲି ଦୁନିଆରେ ମାଗଣାରେ କିଏ କାହାର କିଛି କଲାଣି କି? କିନ୍ତୁ ଭେଟନ୍ତୁ ଏମିତି ଜଣେ ଗୁରୁଙ୍କୁ, ଯିଏ ଗତ ୨୩ ବର୍ଷ ଧରି ପିଲାମାନଙ୍କୁ ମାଗଣାରେ ପାଠ ପଢ଼େଇ ଆସୁଛନ୍ତି।

Advertisment

ଆଜିକାଲି ଦୁନିଆରେ ମାଗଣାରେ କିଏ କାହାର କିଛି କଲାଣି କି? କିନ୍ତୁ ଭେଟନ୍ତୁ ଏମିତି ଜଣେ ଗୁରୁଙ୍କୁ, ଯିଏ ଗତ ୨୩ ବର୍ଷ ଧରି ପିଲାମାନଙ୍କୁ ମାଗଣାରେ ପାଠ ପଢ଼େଇ ଆସୁଛନ୍ତି। ତାଙ୍କୁ ଏବେ ୮୩ ବର୍ଷ ହେଲାଣି, ବଳ ବୟସ ହଟିଲାଣି। ତଥାପି ସେ ଶିକ୍ଷା ଦାନ ଛାଡ଼ି ନାହାଁନ୍ତି। ଏମିତି ଗୁରୁଙ୍କୁ ଶହେ ପ୍ରଣାମ।

Advertisment
Keonjhar Teacher
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ