ବାଲିଯାତ୍ରାରେ ଏସନ ଭଳିକି ଭଳି ପିଠା। ୬୫ ପ୍ରକାର ସୁଆଦିଆ ପିଠା ଖାଇ ଦର୍ଶକ ବି ବେଶ୍ ଖୁସ୍…ଆଉ ଆକାଶ ମାର୍ଗରୁ ବାଲିଯାତ୍ରାର ଦୃଶ୍ୟ ଯିଏ ଥରେ ଦେଖିଛି ସିଏ ଜାଣିଛି…କେମିତି ଚାଲିଛି ବାଲିଯାତ୍ରା?