Daughter alleges being raped by father
Advertisment
ପୋଲିସ୍ ବାପା ନାଁରେ ଝିଅ ଆଣିଲା ସାଂଘାତିକ ଅଭିଯୋଗ। କହିଲା, ୪ ବର୍ଷ ହେଲାଣି ବାପା ମୋ ସହ ରଖିଛନ୍ତି ଶାରିରୀକ ସମ୍ପର୍କ। ଘରେ ସମସ୍ତେ ଜାଣିଛନ୍ତି କିନ୍ତୁ କିଛି କହୁନାହାନ୍ତି...ବଂଚିବା ପାଇଁ ଘର ଛାଡି ଭୁବନେଶ୍ୱର ପଳାଇ ଆସିଲି। ହେଲେ ଏଇଠି ବି ରହିବାକୁ ଦେଉନାହାନ୍ତି
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us