School Boy Cries As Alcoholic Father Spends Money In Drinking Instead Of Buying Books
Advertisment
ଏ କେମିତିକା ବାପା? ଛୋଟ ପୁଅଟି ପାଠ ପଢିବା ଲାଗି ବହି ଆଣିବାକୁ କହୁଛି ବାପାକୁ। କିନ୍ତୁ ବାପା ବହି, ଖାତା କି କଲମ ଆଣି ଦେଉନାହାନ୍ତି। ଶିକ୍ଷକଙ୍କ ପାଖରେ ଏମିତି କହି ଭୋ ଭୋ ହୋଇ କାନ୍ଦୁଛି ଏ କୁନି ପୁଅ। ଆଉ ପାଖରେ ଛିଡ଼ା ହୋଇ ହସୁଛି ବାପା... (ବି:ଦ୍ର-ଏହା ଏକ ଭାଇରାଲ ଭିଡ଼ିଓ। କାହାର ସମ୍ମାନହାନି କରିବା ଓଟିଭିର ଉଦ୍ଦେଶ୍ୟ ନୁହେଁ)
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us