Special Story | Sambalpur\'s Ace Odissi Guru Sandhya Debnath Suffering In Neglect
Advertisment
ଯିଏ ସବୁ କରିପାରିଥାଆନ୍ତେ, ଯାହାଙ୍କୁ ସୁଯୋଗ ସବୁ ଅନେଇ ବସିଥିଲେ ସିଏ ସନ୍ଧ୍ୟା ଦେବାନାଥ। ଆଜିକୁ ୫୦ ବର୍ଷ ତଳେ ସିଏ ଓଡ଼ିଶୀ ନୃତ୍ୟରେ ପାଇଥିଲେ ନୃତ୍ୟ ଆଚାର୍ଯ୍ୟ ସାର୍ଟିଫିକେଟ୍। ସମ୍ବଲପୁର ଛାଡ଼ି ଆସିଥିଲେ ଭୁବନେଶ୍ୱର। ଏକାଧିକ ସିନେମା, ଏକାଧିକ ନିଯୁକ୍ତି ସୁଯୋଗ ସବୁ କିଛି ତାଙ୍କୁ ଛାଡ଼ିବାକୁ ପଡ଼ିଥିଲା ଆମ ସମାଜର ଚିରାଚରିତ ରକ୍ଷଣଶୀଳ ମାନସିତକା ପାଇଁ। ତଥାପି ଆଜି ପରିଣତ ବୟସରେ ନୃତ୍ୟୁକୁ ନିଜ ମନମନ୍ଦିରରେ ସଜେଇ ରଖିଛନ୍ତି ନୃତ୍ୟଗୁରୁ ସନ୍ଧ୍ୟାଦେବୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us