ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ସୁପ୍ରିମକୋର୍ଟ। କହିଲେ, ସ୍ୱାମୀ ମୂଲ ଲାଗୁ ପଛେ ସ୍ତ୍ରୀ ଓ ପିଲାଙ୍କ ଦାୟିତ୍ୱ ନେବାରୁ ସେ ପଛଘୁଂଚା ଦେଇପାରିବେ ନାହିଁ।