Special Story | Retired Doctor In Dhenkanal Turns Tree Man - Earns Accolades From All Quarters
Advertisment
ଜୀବନ ସାରା ରୋଗୀ ଦେଖି ଦେଖି ଚାକିରିରୁ ଅବସର ନେଲେ। ପରିଣତ ବୟସରେ ଘରେ ବସି ଅଏସ୍ କରିବା କଥା। କିନ୍ତୁ ଏଇ ବୟସରେ ସେ ଗୋଟିଏ ନିଶାରେ ପଡ଼ିଛନ୍ତି। ସେ ନିଶା ତାଙ୍କୁ ଘରେ ବସାଇ ଦେଉନାହିଁ। ରାତି ପାହିଲେ ବୁଲୁଛନ୍ତି ଏ ପଡ଼ିଆରୁ ସେ ପଡ଼ିଆ, ଡାକ୍ତରଖାନା, ମନ୍ଦିର ଓ ସ୍କୁଲ ପରିସାର। ଆସନ୍ତୁ ଭେଟିବା ଏହି ବ୍ୟକ୍ତିଙ୍କୁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us