Advertisment

ସ୍କୁଲ୍ ଆଗରେ ଚଣା ବିକିଲା ଷଷ୍ଠ ଶ୍ରେଣୀ ଛାତ୍ର...

ନିଜ ପାଖ ଗାଁରେ ପାଠ ପଢ଼ିବ ବୋଲି ପିଲାଟି ଦୂର ଗାଁର ସ୍କୁଲରୁ TC ଧରି ଆସିଲା। ହେଲେ ନିଜ ଗାଁ ସ୍କୁଲରେ ନାଁ ଲେଖାଇ ପାରିଲାନି। ତାକୁ କାଳେ ଲାଞ୍ଚ ମଗା ଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରୁଛନ୍ତି। ସେଇଥିପାଇଁ ପିଲାଟି ସ୍କୁଲ୍ ସାମ୍ନାରେ ଚଣା ବିକି ପ୍ରତିବାଦ କରୁଛି।

Ganjam Student Stages Novel Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ