Advertisment

ବାପା ଚାଷୀ, ମାଆ ବିଡି ବାନ୍ଧୁଛନ୍ତି....ପୁଅ ହେବ ଡାକ୍ତର...

ଏମିତି ପୁଅକୁ ନେଇ କିଏ ବା ନକରିବ ଗର୍ବ? ବାପା ଚାଷୀ, ମାଆ ବିଡି ବାନ୍ଧୁଛନ୍ତି। ପୁଅକୁ ମଣିଷ କରିବା ପାଇଁ ଜମି ବି ବିକ୍ରି କରିଦେଲେ ବାପା। ପରିବାରର ପରିଶ୍ରମ ବୁଝି ମନଦେଇ ପାଠ ପଢିଲା ପୁଅ। ଏବେ ନିଟ୍‌ରେ ସଫଳ ହେବା ପରେ ଡାକ୍ତର ହେବାକୁ ଯାଉଛନ୍ତି ବିଜନ

Farmer’s Son Clears NEET
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ