Advertisment

ତଳ ମୁଣ୍ଡ ଭାସୁଛି, ଉପର ମୁଣ୍ଡ ବ୍ରିଜ୍ ଉପରୁ ମଜା ନେଉଛି

ପ୍ରବଳ ବନ୍ୟାରେ ଭାସୁଛି ଓଡିଶାର ତଳିଆ ଅଞ୍ଚଳ। ବନ୍ୟାର ପ୍ରଖର ସ୍ରୋତରେ ଅଧା ଓଡିଶା ଭାସୁଥିବା ବେଳେ ତଳ ମୁଣ୍ଡରେ ଲୋକଙ୍କ ଅବସ୍ଥା ବେହାଲ। କିନ୍ତୁ ଉପରେ ମୁଣ୍ଡରେ ଲୋକେ ବନ୍ୟା ପାଣିର ପ୍ରଖର ସ୍ରୋତ ଦେଖି ପୁରା ଖୁସ୍ । ସପରିବାର ବ୍ରିଜ୍ ଉପରେ ଏକାଠି ।

People Throng To Watch Flood Water
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ