Advertisment

ସମ୍ବଲପୁରିଆ ବାବୁଙ୍କ ଦେଶୀ ଜୁଗାଡ୍: ବୁଦ୍ଧି ଖଟେଇ ତିଆରି କରିଛନ୍ତି ଗୋଟିଏ ମେସିନ, କରୁଛି ୫ଟି କାମ

ମେସିନ୍ ଗୋଟିଏ, କାମ କରୁଛି ପାଞ୍ଚଟି। ଘାଇଁ ଘାଇଁ ହାତରେ ବିଲେଇ ଦେଲେ ଉଡ଼ିଯାଉଛି ଅଗାଡ଼ି, ରହିଯାଉଛି ଧାନ, ମକାରୁ ଛାଡ଼ୁଛି ଦାନା, ଗହମ କେଣ୍ଡାରୁ ବାହାରୁଛି ଗହମ। ନାଁ ଟି ୟାର ପଞ୍ଚକର୍ମା। ଚାଲନ୍ତୁ ଦେଖିବା କିଏ ଏହି ଦେଶୀ ଯୋଗାଡ଼ ପଛର ମାଷ୍ଟର।

Farmers 'Desi Jugad' Panchakarma Special Story Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ