By: Pallipuspa Samal
Last updated: 10 November 2022, 02:26 PM IST
ପୁଅ ପାଇଁ ପାଗେଳି ପରି କାନ୍ଦୁଛି ମାଆ...ଯାହା ପାଇଁ କାନ୍ଦବୋବାଳି ପଡିଛି ସିଏ ଖଟରେ ସେମିତି ଶୋଇଛି...ଛୋଟ ହେଲେ ବି ସାଇ ଚାହୁଁଛି ତା’ ବାପା-ମାଆ କେବେ ନକାନ୍ଦନ୍ତୁ। କେବେ କେବେ ସିନା କାଶୁଛି ନହେଲେ ପ୍ରାୟ ସମୟ ଚୁପ୍ ରହିଛି। ପୁଅ ମୁଣ୍ଡ ଉପରେ ଠାକୁରଙ୍କ ଫୁଲ ରଖି କାନ୍ଦୁଛି ମାଆ...