Advertisment

ଝିଅର ବ୍ରେନ୍‌ ଡେଡ୍‌ ଜାଣିବା ମାତ୍ରେ ଅଙ୍ଗଦାନ ନିଷ୍ପତ୍ତି ନେଇ ଉଦାହରଣ ସାଜିଛନ୍ତି ମାଆ ସୁନୀତା

ଚିକିତ୍ସା ଆରମ୍ଭ ହେବା ପରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିବା ମାତ୍ରେ ଝିଅର ଅଙ୍ଗଦାନ ନିଷ୍ପତ୍ତି ନେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ସୁନୀତା।

Advertisment

ନିଜ ୧୫ ବର୍ଷର ଅଲିଅଳି ଗେହ୍ଲା ଝିଅକୁ ହରାଇବାର ଦୁଃଖ ଓ ପ୍ରତିକୂଳ ପରିସ୍ଥିତିରେ ବି ଅନ୍ୟ ଆଖିରେ ଖୁସି ଦେଖିବାକୁ ନିଆଯାଇପାରେ ମହତ ନିଷ୍ପତ୍ତି । ଯାହା ଦେଖିବାକୁ ମିଳିଛି ବ୍ରହ୍ମପୁରରେ ଜଣେ ମହିଳା ଡାକ୍ତର ସୁନୀତା ବେହେରାଙ୍କ କ୍ଷେତ୍ରରେ । ୩ ଦିନ ତଳେ ତାଙ୍କ ଝିଅ ବ୍ରେନ୍ ଟ୍ୟୁମର୍‌ରେ ପୀଡ଼ିତ ବୋଲି ଜାଣିବାକୁ ପାଇଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ