Last updated: 01 October 2021, 01:25 PM IST
ପିଲାଟି ନବମ ଶ୍ରେଣୀରେ ପଢୁଥିଲା। ମୋବାଇଲରେ ଅନଲାଇନ୍ ଗେମ୍ ଖେଳିବାରେ ଖୁସି ପାଏ। ଦିନକ ପରେ ପରୀକ୍ଷା ଥିବାରୁ ମାଆ ବାରଣ କଲେ। ପୁଅଠାରୁ ମୋବାଇଲ୍ ଛଡ଼େଇ ନେଲେ। ଏତିକିରେ ସବୁକିଛି ସରିଗଲା। ହଠାତ୍ ଅଭିମାନ ଓ ରାଗରେ ପିଲାଟି ନିଜ ଜୀବନକୁ ଶେଷ କରିଦେଲା ନିମିଷକ ମଧ୍ୟରେ। ଓଃ ହୃଦୟ ବିଦାରକ ସେ ଦୃଶ୍ୟ।