ଅଦ୍ୟତନ ହୋଇଛି
cancer-stricken mother
Advertisment
ହାଏରେ ଦଇବ ତୁ ଏ କି କଲୁ? ଆଧୁନିକ ସମାଜରେ ଏମିତି କୁସଂସ୍କାର ଆଜି ବି ରାଜ୍ କରୁଛି? ମାଆର ଦେହ ଖରାପ ହେଲା ଯେ, ପୁଅ ମାନେ ମେଡିକାଲ୍ ନେଲେ। ଜାତି ଭାଇ ଗାଁ ଲୋକଙ୍କୁ ଡରି ବାସନ୍ଦ ଭୟରେ ନିଜ ଜନ୍ମକଲା ମାଆକୁ ଦୁଇ ପୁଅ ବାଧ୍ୟ ହୋଇ ମଶାଣିରେ ଛାଡ଼ିଦେଲେ। ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଜକେଇ ଆସିବ। ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ହଜିଯାଇଛି ହୃଦୟ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us