By: Otv Khabar Bureau
Last updated: 30 October 2021, 11:43 AM IST
ସମାଜରେ ଆପଣ ଅନେକ ମଣିଷ ଦେଖିଥିବେ। ଏମିତି ମଣିଷ କେବେ ହେଲେ ଦେଖି ନଥିବେ। ଯିଏ କି ସକାଳ ପାହିଲେ ଗଛ ମୂଳେ ହାଜର ହୋଇ ଗଛର ଯତ୍ନ ନିଅନ୍ତି। ଆଉ ବାଣ୍ଟନ୍ତି ପରିବେଶ ସୁରକ୍ଷାର ବାର୍ତ୍ତା