Special Story - Man without sight repairs cycle
Advertisment
ଆଖିକୁ ଜମାରୁ ଦେଖାଯାଉନି। କିନ୍ତୁ ନମ୍ବର ୱାନ ସାଇକେଲ୍ ମେକାନିକ୍। ନୂଆ ହେଉ କି ପୁରୁଣା...ସାଇକେଲ୍ ସଜାଡ଼ିବାରେ ସେ ମାହିର। ଆଉ ୟାଙ୍କ ସାଇକେଲ୍ ଦୋକାନକୁ ଯିଏ ଆସିଛି ସିଏ ସାଇକେଲ୍ ତ ସଜାଡ଼ିଛି ଆଉ ଦିଲ୍ଲୀପଙ୍କ ସୁମଧୁର ଭଜନ ଓ ଜଣାଣ ଶୁଣି ନିଜକୁ ଧନ୍ୟ ମନେ କରୁଛି...ଦେଖନ୍ତୁ କେମିତି ସାଇକେଲ ସଜାଡ଼ିବା ସହ ଗାଉଛନ୍ତି ଗୀତ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us