By: Pallipuspa Samal
Last updated: 05 September 2022, 09:31 AM IST
୧୪ ବର୍ଷ ବୟସରେ ଘର ଛାଡ଼ି ଚାଲିଯାଇଥିଲେ। ୩୨ ବର୍ଷ ପରେ ଫେରିଲେ। ଫେରିଲା ବେଳକୁ ବାପା, ମାଆ ଆରପାରିରେ… ଗାଁ ଲୋକେ କହୁଛନ୍ତି, ଗାଁକୁ ଫେରିଛି ରଘୁଆ ପ୍ରଧାନ…