Advertisment

ଓଡ଼ିଶାରେ ଫଳିଲା ‘କାଶ୍ମୀର ରେଡ୍ ଆପଲ୍ ବେରୀ’… ସାବାସ୍ ଉପେନ୍ଦ୍ର

ଓଡ଼ିଶାରେ ମଧ୍ୟ ଫଳିଲା କାଶ୍ମୀର ରେଡ୍ ଆପଲ୍ ବେରୀ। ଏହା କରି ଦେଖାଇଛନ୍ତି ଏମ୍.ଏ. ପଢୁଆ ଚାଷୀ ଉପେନ୍ଦ୍ର ବିଶ୍ୱାଳ। ଏଥିରେ ତାଙ୍କୁ ସାହାଯ୍ୟ କରିଥିଲେ ତାଙ୍କ ପତ୍ନୀ। ଫେସବୁକ୍ ଓ ୟୁଟ୍ୟୁବରେ ଦେଖି ସେମାନେ କେମିତି ଚାରା ସଂଗ୍ରହ କଲେ, ଆଉ ଏହି ଫଳଟି କେମିତି ଛୋଟ ସେଓ ପରି ଦିଶୁଛି ଆସନ୍ତୁ ଦେଖିବା।

Special Story Kashmir Red Apple Ber Farmers Success Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ