By: Otv Khabar Bureau
Last updated: 02 December 2021, 10:21 AM IST
ଜଳପ୍ରପାତକୁ ଥିଲା ଏକ ଚଲା ରାସ୍ତା । ହେଲେ ଗାଁ ଲୋକ ଏକାଠି ହୋଇ ପାହାଡ କାଟି ତିଆରି କରିଦେଲେ ରାସ୍ତା । ଏମାନଙ୍କ ପାଖରେ ଧନ ନଥାଇପାରେ, କିନ୍ତୁ ରହିଛି ମନ । ନିଜ ଅଞ୍ଚଳର ବିକାଶ ପାଇଁ ଅଣ୍ଟାଭିଡି ବାହାରିଛନ୍ତି ଏମାନେ ।