Advertisment

ବିକାଶ ଅଟକିଛି ଦେଢ କିମି ଦୂରରେ, ଚେଇଁ ଶୋଇଛି ପ୍ରଶାସନ

ବାଃ ବାଃରେ ପ୍ରଶାସନ। ସାଢେ ସାତ କିମି ରାସ୍ତା କଲେ, ଆଉ ଦେଢ କିମି ବେଳକୁ ହାତ ଟେକିଦେଲେ। ଘାଟି ରାସ୍ତା ତିଆରି ନହେବାରୁ ରାସ୍ତା ନିର୍ମାଣର ଫଳ ଶୂନ। ସରକାର କା ମାଲ୍‌ ଦରିଆ ମେ ଡାଲ୍‌ ନୀତି କରି ବସିପଡିଛି ପ୍ରଶାସନ। ହଇରାଣ ହେଉଛନ୍ତି ଗାଁ ଲୋକ

Irregularities In Construction Of Road
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ