Know what the local people of Arunachal Pradesh
Advertisment
ପାହାଡ଼ ଭିତରେ ଥିବା ଏଇ ଗାଁଠାରୁ ମାତ୍ର କିଛି ବାଟରେ ମୁହାଁମୁହିଁ ହୋଇଥିଲେ ଚୀନ୍ ଓ ଭାରତୀୟ ସେନା। ଯେତେବେଳେ ସେ ଖବର ଏ ଗାଁରେ ପହଞ୍ଚିଲା, ଏମାନେ କଣ ଭାବିଲେ? ଭାରତୀୟ ସେନା ପ୍ରତି ଏମାନଙ୍କର ଦୃଷ୍ଟିଭଙ୍ଗୀ କେମିତିକା? ଆନନ୍ତୁ ଭେଟିବା କିଛି ଲୋକଙ୍କୁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us