Advertisment

ବିଦାୟ ବେଳେ କଳାହାଣ୍ଡି ଏସପିଙ୍କୁ କାନ୍ଧରେ ବୁଲାଇଲେ ଲୋକେ

ଜଣେ ଏସପି ବଦଳି ହେଲା ବେଳକୁ ଲୋକେ ପ୍ରସେସନ କରୁଛନ୍ତି। କାନ୍ଧରେ ବସାଇ ବୁଲାଉଛନ୍ତି। ଡିଜେ ବାଜୁଛି। ବାଇକ୍ ରାଲି ହେଉଛି। ବୋଧେ ବହୁତ୍ କମ୍ ପୋଲିସ ଅଫିସରଙ୍କ ଭାଗ୍ଯରେ ଏମିତି ସୁଯୋଗ ମିଳେ। ଏଠି ପୋଲିସ୍ ଓ ଜନତାଙ୍କ ମଧ୍ୟରେ ମଧୁର ସମ୍ପର୍କ ବେଶି, ତିକ୍ତ ସମ୍ପର୍କ କମ୍। ଏଠି ଏ ଦୃଶ୍ଯ ଦେଖିଲେ ଆପଣ ବି ଖୁସି ହୋଇଯିବେ।

SP Locals Special Story Colleagues Grand Farewell Kalahandi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ